ସୋନାକ୍ଷୀଙ୍କ ସହ ଡେଟିଂ ଗୁଜବକୁ ନେଇ ମୁହଁ ଖୋଲିଲେ ଜହିର

Advertisment
ସୋନାକ୍ଷୀଙ୍କ ସହ ଡେଟିଂ ଗୁଜବକୁ ନେଇ ମୁହଁ ଖୋଲିଲେ ଜହିର

‘ନୋଟବୁକ୍‌’ର ଅଭିନେତା ଜହିର ଇକବାଲ୍‌ଙ୍କ ସହ ସୋନାକ୍ଷୀ ସିହ୍ନାଙ୍କ ସମ୍ପର୍କକୁ ନେଇ ଢେର୍‌ ଦିନ ଧରି ଆଲୋଚନା ହେଉଛି। ତେବେ ଏଇ ନିକଟରେ ଏଇ ସମ୍ପର୍କ ଉପରୁ ପରଦା ଉଠାଇଛନ୍ତି ଜହିର। ସେ ଇ-ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ସଂପର୍କରେ ଥିଲେ କିନ୍ତୁ ସୋନାକ୍ଷୀଙ୍କ ସହ ନୁହେଁ, ବରଂ ଆଉ ଜଣଙ୍କ ସହ। ତେବେ ଯାହା ସହ ସେ ଡେଟିଂରେ ଥିଲେ, ତାଙ୍କ ସହ ବି ବ୍ରେକ୍‌ ହୋଇଯାଇଛି ବୋଲି ସେ କହିଛନ୍ତି। ଜହିର କହିଛନ୍ତି, ଯେବେ ଆମେ ଦୁହେଁ ଆମକୁ ନେଇ ଉଠୁଥିବା ପ୍ରେମ ସମ୍ପର୍କ କଥା ଶୁଣିଲୁ, ସେତେବେଳେ ଆମେ ନ ହସି ରହି ପାରିନଥିଲୁ। ତେବେ ସବୁଠୁ ବେକାର କଥା ଏୟା ଯେ ମୁଁ ଯାହାଙ୍କୁ ଡେଟ୍‌ କରୁଥିଲି, ତାଙ୍କ ବିଷୟରେ କାହାକୁ ମାଲୁମ ନଥିଲା। ହେଲେ ସୋନାକ୍ଷୀଙ୍କୁ ମୋ ଡେଟିଂ ବାବଦରେ ଜଣାଥିଲା। ତେଣୁ ଏହା ଆମକୁ ଅଜବ ଲାଗିବା ସ୍ବାଭାବିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe