ସିଜିମାଳି ଓ ସୁନ୍ଦରଗଡ଼ ଅଞ୍ଚଳର ୩୦ରୁ ଅଧିକ ବିଦ୍ୟାଳୟର ୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ସ୍ବାଧୀନତା ଦିବସ ପାଳନ କରିଛି ବେଦାନ୍ତ ଆଲୁମିନା । ଏହି କାର୍ୟ୍ୟକ୍ରମରେ ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା, ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ଗୋଷ୍ଠିକୁ ଏକାଠି କରି ଦେଶ ପ୍ରତି ନିଜର ଭଲପାଇବା ଜାହିର କରିବା ଭଳି କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us