ଭୁବନେଶ୍ବରର ଖିମ୍‌ଜୀ ଜୁଏଲର୍ସର ୪ର୍ଥ ସୋ’ରୁମ

ରାଜଧାନୀ ଭୁବନେଶ୍ବରର ସାମନ୍ତରାପୁର ଛକରେ ଖିମ୍‌ଜୀ ଜୁଏଲର୍ସର ଅତ୍ୟାଧୁନିକ ମେଗା ସୋ’ରୁମ ରବିବାର ଖୋଲିବ। ଭୁବନେଶ୍ବରରେ ଖିମ୍‌ଜୀ ଜୁଏଲର୍ସର ଏହା ଚତୁର୍ଥ ଏବଂ ଓଡ଼ିଶାରେ ନବମ ଷ୍ଟୋର୍‌।

khimji
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe