ଶିଶୁ ଦିବସ ଅବସରରେ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ (ଡିଏସଡବ୍ଲୁଓ) ସହିତ ଝାରସୁଗୁଡାର ୫୦୦ ଅଙ୍ଗନୱାଡି କେନ୍ଦ୍ରକୁ ଅତ୍ୟାଧୁନିକ ନନ୍ଦଘରରେ ପରିଣତ କରିବାକୁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି, ଯାହାକି ଅତ୍ୟାଧୁନିକ ଅଙ୍ଗନୱାଡି ଭାବେ ମହିଳା ଏବଂ ଶିଶୁ ବିକାଶର କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ, ଝାରସୁଗୁଡା ଜିଲ୍ଲାପାଳ ଅବୋଲି ନରଭାନେ, ଡିଏସଡବ୍ଲୁଓ ପୁଣ୍ୟବତୀ ହେଲେନ ଜେସ୍, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଗାର୍ଟିଆ ପ୍ରମୁଖ ଉପସ୍ଥିତି ଥିଲେ ।
ଅନିଲ ଅଗ୍ରୱାଲ ଫାଉଣ୍ଡେସନ- ଡିଏସଡବ୍ଲୁଓ ବୁଝାମଣା
Advertisment
Follow Us