Khandagiri Mela: ଖଣ୍ଡଗିରି ମେଳାରେ ଐର ଖାରବେଳ ମହୋତ୍ସବ

Advertisment

ଖଣ୍ଡଗିରି ମେଳା-୨୦୨୬ରେ ଖଣ୍ଡଗିରି ପାଦଦେଶରେ ଐର ଖାରବେଳ ମହୋତ୍ସବ ଜାରି ରହିଛି। ଏହି ଅବସରରେ ଆଜି ଭୁବନେଶ୍ବର (ଏକାମ୍ର) ବିଧାୟକ ବାବୁ ସିଂହ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ସମୀର ମହାନ୍ତିଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ। କଳାକାରମାନେ ସେମାନଙ୍କର ପ୍ରସ୍ତୁତି ଦେଇଥିଲେ।

Kharabela2

Photo by Bibhuti Sahoo

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe