ସାହିତ୍ୟ ଅକାଦେମି ପକ୍ଷରୁ ଦିଲ୍ଲୀଠାରେ ଆୟୋଜିତ ସର୍ବଭାରତୀୟ କବିତା ମହୋତ୍ସବରେ ଓଡ଼ିଶାର ପ୍ରତିନିଧି ଭାବେ ଯୋଗ ଦେବା ଅବସରରେ ବୁଧବାର ‘ସମ୍ବାଦ ସାହିତ୍ୟ ଘର’ର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୂଚନା ଦେଉଛନ୍ତି ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା। ରାଷ୍ଟ୍ରପତିଙ୍କୁ ସମ୍ବର୍ଧନା ଦେଉଛନ୍ତି ସଂଜୟ ପାତ୍ର।
Advertisment
Follow Us