Amrit Udyan: ସର୍ବସାଧାରଣଙ୍କ ପାଇଁ ଖୋଲିଲା ଅମୃତ ଉଦ୍ୟାନ

Advertisment

ଦିଲ୍ଲୀର ପ୍ରସିଦ୍ଧ ‘ଅମୃତ ଉଦ୍ୟାନ’ ଆଜି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। ଏହି ଉଦ୍ୟାନ ବିରଳ ଫୁଲ ଏବଂ ସବୁଜ ଗଛ ପାଇଁ ଜଣାଶୁଣା ଏବଂ ପ୍ରତିବର୍ଷ ଫ୍ରେବୁଆରି-ମାର୍ଚ୍ଚରେ ଏହା ସାଧାରଣ ଜନତାଙ୍କ ପାଇଁ ଖୋଲିଥାଏ। ଏଠାକୁ ଦେଶୀ-ବିଦେଶୀ ଲୋକ ବୁଲିବାକୁ ଯାଆନ୍ତି।

Amrit Garden
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe