ଭୁବନେଶ୍ବର: ସମ୍ବାଦ ଭବନଠାରେ ପ୍ରଫେସର ଡକ୍ଟର ସୁରେନ୍ଦ୍ର ପ୍ରସାଦ ମହାନ୍ତିଙ୍କ ଦ୍ଵାରା ରଚିତ ପୁସ୍ତକ ' ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ’ ଉନ୍ମୋଚିତ। ପୁସ୍ତକର ଉନ୍ମୋଚନ କଲେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ।
ସମ୍ବାଦ ଭବନରେ ପୁସ୍ତକ ' ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ’ ଉନ୍ମୋଚିତ
Advertisment
Follow Us