ଚମୋଲିର ମନା ଗାଁରେ ଭୟଙ୍କର ଗ୍ଲେସିୟର ହିମସ୍ଖଳନ ପରେ ଫସି ରହିଥିବା ସାଧାରଣ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନାର ଆଇବିଇଏକ୍ସ ବ୍ରିଗେଡର ଯବାନଙ୍କୁ ନିୟୋଜିତ କରାଯାଇଛି ।
ଚମୋଲିରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ନିୟୋଜିତ ହେଲା ସେନାର ଆଇବିଇଏକ୍ସ ବ୍ରିଗେଡ
Advertisment
Follow Us