ଭୁବନେଶ୍ବରସ୍ଥିତ ୟୁନିଟ-୧ ସରକାରୀ ଉଚ୍ଚ ବିଦ୍ୟାଳୟ। ଫଟୋ: ନରସିଂହ, ସମ୍ବାଦ
ପିଲାମାନଙ୍କର ଆଡ୍ମିଟ୍ କାର୍ଡ ଯାଞ୍ଚ କରୁଛନ୍ତି ଶିକ୍ଷୟିତ୍ରୀ
ଭୁବନେଶ୍ବରର ଆଇଆରସି ଭିଲେଜସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ର। ପିଲାମାନଙ୍କର ଆଡମିଟ୍ କାର୍ଡ ଯାଞ୍ଚ କରୁଛନ୍ତି ଶିକ୍ଷୟିତ୍ରୀ। ଫଟୋ: ବିଭୂତି, ସମ୍ବାଦ
ଭୁବନେଶ୍ବରର ଏକ ପରୀକ୍ଷା କେନ୍ଦ୍ରର ଦୃଶ୍ୟ
ଭୁବନେଶ୍ବରର ୟୁନିଟ-୧ସ୍ଥିତ ଏକ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଛାତ୍ରୀ। (ଫଟୋ: ନରସିଂହ)
ପାରଳାଖେମୁଣ୍ଡିରେ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ମାଟ୍ରିକ୍ ଛାତ୍ର
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ଏକ ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀର ପିଲାମାନେ ଶୃଙ୍ଖଳିତ ଧାଡ଼ି ଦେଇ ପ୍ରବେଶ କରୁଛନ୍ତି। (ଫଟୋ: ସୁଜିତ୍)
ଭଦ୍ରକରେ ମାଟ୍ରିକ୍ ପରୀକ୍ଷାର୍ଥୀ
ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଭିଡ଼। (ଫଟୋ: ହରିହର)
ବାରିପଦାରେ ମାଟ୍ରିକ୍ ପରୀକ୍ଷା
ମୟୂରଭଂଜ ଜିଲ୍ଲା ସଦର ମହକୁମା ବାରିପଦାର ଏକ ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀର ଛାତ୍ରୀଛାତ୍ରୀମାନଙ୍କୁ ଯାଞ୍ଚ କରୁଛନ୍ତି ଜଣେ ଶିକ୍ଷୟିତ୍ରୀ। (ଫଟୋ: ଶ୍ରୀକାନ୍ତ)
Follow Us