ଅଦ୍ୟତନ ହୋଇଛି
ନୌସେନା ଦିବସରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ପରିଚାଳିତ କଂଟ୍ରୋଲ ରୁମ୍
Advertisment
ପୁରୀ ସମୁଦ୍ରକୂଳର ବ୍ଲୁ ଫ୍ଲାଗ ବିଚ୍ରେ ବୁଧବାର ଅପରାହ୍ଣରେ ନୌସେନା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଥିଲେ। ସେ ଜନସଭାକୁ ସମ୍ବୋଧିତ କରିଥିଲେ।
Updated On
Follow Us