Gallery କନ୍ଧମାଳ କତିଙ୍ଗିଆ ଘାଟିରେ ଫ୍ଲାଏ ଆସ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ Advertisment ଲାଞ୍ଜିଗଡରୁ ଗୋବରା ଅଭିମୁଖେ ଯାଉଥିବା ଫ୍ଲାଏଆସ ବୋଝେଇ ଏକ ଟ୍ରକ ଆଜି ସକାଳ ସାତଟା ସମୟରେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଅଞ୍ଚଳର କତିଙ୍ଗିଆ ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ପଲଟି ଯାଇଥିବା ଦେଖିବାକୁ ମିଳିଛି। November 28, 2024, 04:15 PM IST ଲାଞ୍ଜିଗଡରୁ ଗୋବରା ଅଭିମୁଖେ ଯାଉଥିବା ଫ୍ଲାଏଆସ ବୋଝେଇ ଏକ ଟ୍ରକ ଆଜି ସକାଳ ସାତଟା ସମୟରେ କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଅଞ୍ଚଳର କତିଙ୍ଗିଆ ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇ ଘାଟି ତଳକୁ ପଲଟି ଯାଇଥିବା ଦେଖିବାକୁ ମିଳିଛି। 28 Nov 2024 16:15 IST Mahendra Sahu Follow Us Accident