Gallery ରାଜ୍ୟ ଜଙ୍ଗଲରେ ଲାଗିଲା ନିଆଁ Advertisment ଆଜି ସନ୍ଧ୍ୟାରେ ବ୍ରହ୍ମଗିରି-ଭୀମେଶ୍ୱର ରାସ୍ତାକଡ଼ରେ ଥିବା ଜଙ୍ଗଲରେ ନିଆଁ ଲାଗିଛି। ୨ ଏକର ଜଙ୍ଗଲ ଜଳୁ ଥିବା ବେଳେ ଖବର ପାଇ ବ୍ରହ୍ମଗିରି ବନ ବିଭାଗର ୪ ଜଣିଆ ଟିମ୍ ସହିତ ବ୍ରହ୍ମଗିରି ଅଗ୍ନିଶମ ବାହିନୀରେ ୬ ଜଣିଆ ଟିମ୍ ନିଆଁକୁ ଆୟତ ପାଇଁ ଚେଷ୍ଟା ଜାରି ରଖିଛନ୍ତି। February 04, 2025, 07:09 PM IST ଆଜି ସନ୍ଧ୍ୟାରେ ବ୍ରହ୍ମଗିରି-ଭୀମେଶ୍ୱର ରାସ୍ତାକଡ଼ରେ ଥିବା ଜଙ୍ଗଲରେ ନିଆଁ ଲାଗିଛି। ୨ ଏକର ଜଙ୍ଗଲ ଜଳୁ ଥିବା ବେଳେ ଖବର ପାଇ ବ୍ରହ୍ମଗିରି ବନ ବିଭାଗର ୪ ଜଣିଆ ଟିମ୍ ସହିତ ବ୍ରହ୍ମଗିରି ଅଗ୍ନିଶମ ବାହିନୀରେ ୬ ଜଣିଆ ଟିମ୍ ନିଆଁକୁ ଆୟତ ପାଇଁ ଚେଷ୍ଟା ଜାରି ରଖିଛନ୍ତି। 04 Feb 2025 19:09 IST Mahendra Sahu Follow Us Forest got fire in Brahmagiri puri