ମହାବୀର କ୍ରିକେଟ୍‌ କ୍ଳବ୍‌ରେ ଗଣେଶ ପୂଜା

କଟକର ଭଗତପୁରସ୍ଥିତ ମହାବୀର କ୍ରିକେଟ୍‌ କ୍ଲବରେ ବିଦ୍ୟାଦାତା ଗଣେଶଙ୍କ ପୂଜାର୍ଚ୍ଚନା ହୋଇଛି। କ୍ଲବର ସଭାପତି ଭବାନୀ ଶଙ୍କର ମହାରଣା ଓ ସଂପାଦକ ଅମର କୁମାର ପୃଷ୍ଟିଙ୍କ ନେତୃତ୍ବରେ ସଦସ୍ୟମାନେ ଚଳିତ ବର୍ଷ ଗଣେଶ ପୂଜାକୁ ଭବ୍ୟ ଓ ଦିବ୍ୟ କରିଛନ୍ତି।

Mahabir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe