ନାଲକୋନଗର ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ

ରାଜ୍ୟ ତଥା ଦେଶ ବିଦେଶରେ ମହାପ୍ରଭୁଙ୍କ ଭବ୍ୟ ରଥଯାତ୍ରା ଜାରି ରହିଛି। ଏହି ଅବସରେ ମହାପ୍ରଭୁଙ୍କର ଦିବ୍ୟ ଶ୍ୱେତ କ୍ଷେତ୍ର ନାଲକୋ ନଗର ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ନବାଙ୍କ ବେଶ ଅନୁଷ୍ଠିତ ହୋଇଯାଇଛି।

32178862-a946-42de-b4e0-6555a843b7a3
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe