ରାଉରକେଲାରେ ହକି ମ୍ୟାଚ୍‌‌ ଦେଖିବାକୁ ଭିଡ଼ ଲଗାଇଛନ୍ତି ଖେଳପ୍ରେମୀ

Advertisment

ହକି ଇଣ୍ଡିଆ ଲିଗ୍‌ରେ ଫାଇନାଲ ମ୍ୟାଚ୍‌ ଦେଖିବାକୁ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ପ୍ରବେଶ ଗେଟ୍‌ ଆଗରେ ଦର୍ଶକଙ୍କ ଅସମ୍ଭାଳ ଭିଡ଼। ଏହି ମ୍ୟାଚ୍‌ ପାଇଁ ଦର୍ଶକମାନେ ଆଜି ଅପରାହ୍‌ଣ ଠାରୁ ଭିଡ଼ ଲଗାଇଛନ୍ତି।

ହକି ଇଣ୍ଡିଆ ଲିଗ୍‌ରେ ଫାଇନାଲ ମ୍ୟାଚ୍‌ ଦେଖିବାକୁ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ପ୍ରବେଶ ଗେଟ୍‌ ଆଗରେ ଦର୍ଶକଙ୍କ ଅସମ୍ଭାଳ ଭିଡ଼। ଏହି ମ୍ୟାଚ୍‌ ପାଇଁ ଦର୍ଶକମାନେ ଆଜି ଅପରାହ୍‌ଣ ଠାରୁ ଭିଡ଼ ଲଗାଇଛନ୍ତି।

Match in Hockey India League

Match in Hockey India League Photograph: (Sambad )

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe