Gallery ରାଜ୍ୟ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ମାଟି ଅତଡ଼ା ସହ ଧସିଲା ବଡ଼ପଥର ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ମାଟି ଅତଡ଼ା ସହ ଧସିଲା ବଡ଼ ପଥର। ଜିଲ୍ଲାଦେଇ ଯାଇଥିବା ଏନ୍ଏଚ୍-୪୯ କଡ଼ ପାହାଡ଼ରୁ ଧସିଲା ପ୍ରାୟ ୨୦ ଫୁଟ୍ର ମାଟି ଅତଡ଼ାସହ ପଥର। ଧସିଥିବା ପଥର ବାହାର କରାଯିବା ପରେ ଯାତାୟତ ସ୍ୱାଭାବିକ ରହିଛି। 14 Sep 2024 16:28 IST Mahendra Sahu Follow Us Mayurbhanj