Army : ଆଇଏମଏରେ ସେନାମୁଖ୍ୟ  ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ

Advertisment
army

army

ଇଣ୍ଡିଆନ ମିଲିଟାରି ଏକାଡେମୀର ପାସିଂ ଆଉଟ ପରେଡ ପରେ ଅନୁଷ୍ଠିତ ପିପିଂ ସମାରୋହ ସମୟରେ ଭାରତର ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ । ପିପିଂ ସମାରୋହରେ ନୂଆ ସେନା ଅଧିକାରୀମାନଙ୍କୁ ରାଙ୍କ ପ୍ରଦାନ କରାଯାଏ । ଏହି ଅବସରରେ ସେ ସେବାରତ ହୋଇଥିବା ଅଫିସର ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ପରିବାର ଲୋକଙ୍କ ସହ ଫଟୋ ଉଠାଇଥିଲେ । ଜଣେ ଯୁବ ଅଫିସରଙ୍କ ସହ ଆସିଥିବା ଦୁଇଜଣ ଶିଶୁଙ୍କ ସହ ସେନାମୁଖ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe