Gallery Train: ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଶୁଭାରମ୍ଭ Advertisment ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ସେବା ଶନିବାର ଦିନ ଅପରାହ୍ଣରେ ଶୁଭାରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବହୁ ପ୍ରତୀକ୍ଷିତ ଟ୍ରେନ୍ ସେବାକୁ ପଶ୍ଚିମବଙ୍ଗର ମାଲଦା ଠାରୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। January 17, 2026, 05:14 PM IST ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ସେବା ଶନିବାର ଦିନ ଅପରାହ୍ଣରେ ଶୁଭାରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବହୁ ପ୍ରତୀକ୍ଷିତ ଟ୍ରେନ୍ ସେବାକୁ ପଶ୍ଚିମବଙ୍ଗର ମାଲଦା ଠାରୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। 17 Jan 2026 17:14 IST Mahendra Sahu Follow Us Narendra Modi West Bengal Vande Bharat train