ଫଟୋରେ ଦେଖନ୍ତୁ ନୌସେନା ଦିବସ: ପ୍ରଦର୍ଶନ କରୁଛନ୍ତି ନୌବୀର

Advertisment

ପୁରୀ ସମୁଦ୍ର କୂଳରେ ଭାରତୀୟ ନୌସେନା ଦିବସ ପାଳନ ହୋଇଛି। ନୌସେନାର କର୍ମୀମାନେ ୪୦ଟି ଏୟାରକ୍ରାଫ୍ଟ ଓ ୧୫ଟି ଯୁଦ୍ଧ ଜାହାଜରେ କଳାକୌଶଳ ଦେଖାଉଛନ୍ତି। ଏଥିରେ ଚେତକ ଓ ସି-କିଙ୍ଗ ହେଲିକପ୍ଟର ମୁଖ୍ୟ ଆକର୍ଷଣ ସାଜିଛି। ଯୁଦ୍ଧ ଜାହାଜରେ ହେଲିକପ୍ଟର ଅବତରଣର ଦୃଶ୍ୟ ଦେଖୁଛନ୍ତି ଦର୍ଶକ।

Updated On

ଅଦ୍ୟତନ ହୋଇଛି
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe