ପ୍ରଥମଥର ପାଇଁ ଆଇସିସି ପୁରୁଷ ଟି-୨୦ ବିଶ୍ବକପ ନିମନ୍ତେ ଯୋଗ୍ୟତା ଅର୍ଜନ କଲା ଇଟାଲୀ । ଟି-୨୦ ବିଶ୍ବକପ ୟୁରୋପୀୟ କ୍ବାଲିଫାୟାର ରାଉଣ୍ଡରେ ନେଦରଲାଣ୍ଡସଠାରୁ ୯ ଓ୍ବିକେଟରେ ହାରିବା ସତ୍ତ୍ବେ ଦଳ ବିଶ୍ବରପ ପାଇଁ ଯୋଗ୍ୟତା ଅର୍ଜନ କରିଛି ।
ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପ-୨୦୨୬ ଖେଳିବ ଇଟାଲୀ
Advertisment
Follow Us