Gallery King: ବଣ୍ଡାଙ୍କ ଯୋଗଦେଲେ ଜୟପୁର ମହାରାଜା Advertisment ମାଲକାନଗିରି ଜିଲ୍ଲା ଆଦିମ ଜନଜାତି ବଣ୍ଡାଙ୍କ ପାଟଖଣ୍ଡା ଯାତ୍ରାରେ ପହଞ୍ଚିଲେ ଜୟପୁର ମହାରାଜ ବିଶେଶ୍ବର ଚନ୍ଦ୍ରଚୁଡ ଦେବ। ୨ ଶହ ବର୍ଷ ତଳ ଇତିହାସର ହେଲା ପୁନରାବୃତ୍ତି। ରାଜାଙ୍କୁ ରାଜକୀୟ ସମ୍ମାନର ସହ ସ୍ବାଗତ କରାଯାଇଥିଲା। January 27, 2026, 10:37 PM IST ମାଲକାନଗିରି ଜିଲ୍ଲା ଆଦିମ ଜନଜାତି ବଣ୍ଡାଙ୍କ ପାଟଖଣ୍ଡା ଯାତ୍ରାରେ ପହଞ୍ଚିଲେ ଜୟପୁର ମହାରାଜ ବିଶେଶ୍ବର ଚନ୍ଦ୍ରଚୁଡ ଦେବ। ୨ ଶହ ବର୍ଷ ତଳ ଇତିହାସର ହେଲା ପୁନରାବୃତ୍ତି। ରାଜାଙ୍କୁ ରାଜକୀୟ ସମ୍ମାନର ସହ ସ୍ବାଗତ କରାଯାଇଥିଲା। 27 Jan 2026 22:37 IST Mahendra Sahu Follow Us Malkangiri Odisha News