Gallery ରାଜ୍ୟ କୁମ୍ଭୀର ରୋକୁଛି ପ୍ରଶାସନର ବାଉଁଶବାଡ଼! Advertisment ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ ପାଇଁ ଶିବଭକ୍ତମାନେ ଭକ୍ତି ମାର୍ଗରେ ଆଗକୁ ବଢୁଛନ୍ତି। ଭଦ୍ରକ ଜିଲ୍ଲା ବୈତରଣୀ ନଦୀର ଆଖଣ୍ଡଳମଣୀ ଘାଟରୁ ସୋମବାର ବିପଦସଂକୁଳ ଅବସ୍ଥାରେ ଜଳ ଉତ୍ତୋଳନ କରୁଛନ୍ତି କାଉଡ଼ିଆ। July 29, 2025, 07:19 PM IST ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ ପାଇଁ ଶିବଭକ୍ତମାନେ ଭକ୍ତି ମାର୍ଗରେ ଆଗକୁ ବଢୁଛନ୍ତି। ଭଦ୍ରକ ଜିଲ୍ଲା ବୈତରଣୀ ନଦୀର ଆଖଣ୍ଡଳମଣୀ ଘାଟରୁ ସୋମବାର ବିପଦସଂକୁଳ ଅବସ୍ଥାରେ ଜଳ ଉତ୍ତୋଳନ କରୁଛନ୍ତି କାଉଡ଼ିଆ। 29 Jul 2025 19:19 IST Mahendra Sahu Follow Us 1/2 ଆଖଣ୍ଡଳମଣୀ ଘାଟରେ କାଉଡ଼ିଆଙ୍କ ବିପଦପୂର୍ଣ୍ଣ ଯାତ୍ରା 2/2 ଦେଶୀଡ଼ଙ୍ଗାରେ ଶ୍ରଦ୍ଧାଳୁଙ୍କ ଭାରି ଭିଡ଼ Bhadrak