ଭାରତର ପୁରୁଷ ଏବଂ ମହିଳା କ୍ରିକେଟ ଦଳର ସଦସ୍ୟମାନେ ଲଣ୍ଡନର କ୍ଲାରେନ୍ସ ହାଉସରେ ବ୍ରିଟେନର ରାଜା ଚାର୍ଲ୍ସ ତୃତୀୟଙ୍କୁ ଭେଟିଛନ୍ତି । ଏହି ଅବସରରେ ଭାରତୀୟ ଖେଳାଳୀମାନଙ୍କ ସୁଖଦୁଃଖ ପଚାରିଥିଲେ । ଏପରିକି ସେ ଆକାଶ ଦୀପଙ୍କ ଭଉଣୀଙ୍କ କ୍ୟାନସର ସଂପର୍କରେ ପଚାରିଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us