ଲାଞ୍ଜିଗଡ ପଞ୍ଚାୟତ ଗ୍ରାମୀଣ ହାଟ ଉଦଘାଟିତ

haat

ଲାଞ୍ଜିଗଡ଼ ଠାରେ ଥିବା ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ସାପ୍ତାହିକ ହାଟର ଶୁଭ ଉଦଘାଟନ ହୋଇଛି । ବେଦାନ୍ତ ଆଲୁମିନିୟମ ଓ ନାବାର୍ଡ ମିଳିତ ସହଯୋଗରେ ୮୦ ଲକ୍ଷ ୯୦ ହଜାରର ସହାୟତା ଯୋଗାଇ ଦିଆଯାଇଛି। ମହାଶକ୍ତି ଫାଉଣ୍ଡେସନ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe