Gallery କନ୍ଧମାଳ ଲଗାଣ ବର୍ଷାରେ କଳିଙ୍ଗା ଘାଟିରୁ ଖସିଲା ବିରାଟ ପଥର Advertisment ଗତ କିଛି ଦିନ ହେଲା ଲଗାଣ ବର୍ଷା ଫଳରେ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଅନ୍ଧାରକୋଟ ପୂର୍ବରୁ ଏକ ସ୍ଥାନରେ ଏକ ବିରାଟ ପଥର ଉପରୁ ଖସି ରାସ୍ତା ଉପରେ ପଡିଛି। ରାସ୍ତା ଉପରେ ପଥରଟି ପଡ଼ିବା ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ିଛି। ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି। Gallery | କନ୍ଧମାଳ September 07, 2025, 09:21 PM IST ଗତ କିଛି ଦିନ ହେଲା ଲଗାଣ ବର୍ଷା ଫଳରେ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଅନ୍ଧାରକୋଟ ପୂର୍ବରୁ ଏକ ସ୍ଥାନରେ ଏକ ବିରାଟ ପଥର ଉପରୁ ଖସି ରାସ୍ତା ଉପରେ ପଡିଛି। ରାସ୍ତା ଉପରେ ପଥରଟି ପଡ଼ିବା ଫଳରେ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ିଛି। ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି। Gallery | କନ୍ଧମାଳ 07 Sep 2025 21:21 IST Mahendra Sahu Follow Us Kandhamal Kalinga ghati