Khandagiri Mela: ଖଣ୍ଡଗିରି ମେଳାରେ ସାଧୁ-ଭକ୍ତଙ୍କ ମେଳି

Advertisment

ଭୁବନେଶ୍ବରର ଖଣ୍ଡଗିରିରେ ମାଘମେଳା ଜାରି ରହିଛି। ଗତ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ମେଳାରେ ସାଧୁ-ସନ୍ଥଙ୍କ ସମେତ ଭକ୍ତମାନଙ୍କର ଆଗମନ ହେଉଛି। ପାହାଡ଼ର ପାଦଦେଶରେ ବ୍ୟବସାୟୀ ଓ ଗ୍ରାହକମାନେ ଭିଡ଼ ଲଗାଉଛନ୍ତି।

K6

Photo: Bibhuti Sahoo

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe