Maha Shivratri: ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି

Advertisment

ମହାଶିବରାତ୍ରି ପାଇଁ ଆଜି ଶିବାଳୟଗୁଡ଼ିକରେ ଚଳଚଞ୍ଚଳ ଦେଖାଯାଇଛି। ଭୁବନେଶ୍ବରର ଏକାମ୍ର କ୍ଷେତ୍ରରେ ଶିବ ପଞ୍ଚାକ୍ଷରୀ ଶଦ୍ଦ ଶୁଣାଯାଉଛି। ହଜାର ହଜାର ଶ୍ରଦ୍ଧାଳୁ ମହାଦେବଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ବ୍ରତାଧାରୀମାନେ ଦୀପ ଜାଳିଛନ୍ତି।

WhatsApp Image 2026-02-15 at 19.55.09
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe