Gallery ରାଜ୍ୟ Mahanadi Tribunal team: ଗସ୍ତ ସାରି ଫେରିଗଲେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍ Advertisment ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍ ଟ୍ରିବ୍ୟୁନାଲ୍ର ନୂଆ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଓ ସେମାନଙ୍କ ପରିବାର ସଦସ୍ୟ ସମ୍ବଲପୁର ଗସ୍ତ ଶେଷ କରି ଫେରିଯାଇଛନ୍ତି। ହୀରାକୁଦ ନଦୀବନ୍ଧ ଉପରେ ଏରିଆଲ ସର୍ଭେ କରି ଏହି ଟିମ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। February 28, 2026, 11:00 PM IST ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍ ଟ୍ରିବ୍ୟୁନାଲ୍ର ନୂଆ ଅଧ୍ୟକ୍ଷ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ ଓ ସେମାନଙ୍କ ପରିବାର ସଦସ୍ୟ ସମ୍ବଲପୁର ଗସ୍ତ ଶେଷ କରି ଫେରିଯାଇଛନ୍ତି। ହୀରାକୁଦ ନଦୀବନ୍ଧ ଉପରେ ଏରିଆଲ ସର୍ଭେ କରି ଏହି ଟିମ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। 28 Feb 2026 23:00 IST Mahendra Sahu Follow Us Sambalpur Mahanadi Odisha News