କାଶୀପୁରକୁ ସଂପ୍ରସାରିତ ହେଲା ବେଦାନ୍ତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ

health unit

ବେଦାନ୍ତ ଏହାର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ (ଏମ୍ଏଚୟୁ) ସେବାକୁ ଓଡ଼ିଶାର ଆଦିବାସୀ ବହୁଳ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକକୁ ସମ୍ପ୍ରସାରିତ କରିଛି । ବ୍ଲକର ଆହୁରି ୨୧ଟି ଦୁର୍ଗମ ଗ୍ରାମକୁ ସେବା ପ୍ରଦାନ କରାଯିବାକୁ ଏହି ପଦକ୍ଷେପ ନିଆଯାଇଛି । ଇତି ମଧ୍ୟରେ ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ମାଧ୍ୟମରେ କାଶୀପୁର ଅଞ୍ଚଳର ପ୍ରାୟ ୧୦,୦୦୦ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଥିବା କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ନେତ୍ରାନନ୍ଦ ନାୟକ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe