Gallery ରାଜ୍ୟ ଅନୁଗୁଳ ଜିଲ୍ଲା ନାଲକୋନଗର ସରସ୍ଵତୀ ବିଦ୍ୟାମନ୍ଦିରରେ ନନ୍ଦ ଉତ୍ସବ ପାଳିତ Advertisment ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଦେଶରେ ଗାଁରୁ ସହର ଯାଏ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ଅବସରରେ ଅନୁଗୁଳ ଜିଲ୍ଲା ନାଲକୋନଗରସ୍ଥିତ ସରସ୍ଵତୀ ବିଦ୍ୟାମନ୍ଦିରରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି। August 16, 2025, 03:29 PM IST ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଦେଶରେ ଗାଁରୁ ସହର ଯାଏ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ଅବସରରେ ଅନୁଗୁଳ ଜିଲ୍ଲା ନାଲକୋନଗରସ୍ଥିତ ସରସ୍ଵତୀ ବିଦ୍ୟାମନ୍ଦିରରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି। 16 Aug 2025 15:29 IST Mahendra Sahu Follow Us angul