Advertisment

ସୋମାକ୍‌ର ନୂତନ ପାଠ୍ୟକ୍ରମର ଶୁଭାରମ୍ଭ

Advertisment

ସମ୍ବାଦ ସ୍କୁଲ ଅଫ୍‌ ମିଡିଆ ଆଣ୍ଡ୍‌ କଲଚର (ସୋମାକ୍‌)ରେ ଶନିବାର ଦିନ ୯୦ଦିନିଆ ଡିଜିଟାଲ ମିଡିଆ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଛି। ନୂତନ ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ସୋମାକର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଇଷ୍ଟର୍ଣ୍ଣ ମିଡିଆର ନିର୍ଦ୍ଦେଶିକା ଡ. ମୋନିକା ନୈୟାର ପଟ୍ଟନାୟକ। ‘ସୋମାକ୍‌’ର ଅଧ୍ୟକ୍ଷ ଧୃତିକାମ ମହାନ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Untitled
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe