New Delhi World Book Fair 2026: ନୂଆଦିଲ୍ଲୀ ବିଶ୍ବ ପୁସ୍ତକ ମେଳା ଉଦ୍‌ଘାଟିତ

Advertisment

ଆଜି କତାରର ସଂସ୍କୃତି ମନ୍ତ୍ରୀ ଅବଦୁଲରହମାନ ବିନ୍‌ ହାମଦ ବିନ୍‌ ଜସୀମ ବିନ୍‌ ଏଆଇ ଥାନି, ସ୍ପେନର ସଂସ୍କୃତି ମନ୍ତ୍ରୀ ଅର୍ନେଷ୍ଟ ଉସ୍ତାସନ ଡୋମନିକ ଏବଂ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ବିଶ୍ବ ପୁସ୍ତକ ମେଳା-୨୦୨୬’ର ଉଦ୍‌ଘାଟନ କରିବାର ସୌଭାଗ୍ୟ ମିଳିଛି। ବିଶ୍ବର ସବୁଠାରୁ ବୃହତ୍‌ ପୁସ୍ତକ ମେଳା ହେଉଛି ବିଚାରର ସଂଗମସ୍ଥଳି ପାଲଟିବା ସହିତ ଭାରତର ସଶକ୍ତ ପାଠକ ସଂସ୍କୃତିର ବିଶାଳ ଉତ୍ସବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

G-S8Z3gbQAAjaSP

New Delhi World Book fair inaugurated by Union Minister, Photograph: (sambad.in)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe