Gallery ରାଜ୍ୟ Nyaya Sanhita Exhibition: ନ୍ୟାୟ ସଂହିତା ପ୍ରଦର୍ଶନୀ Advertisment ଭୁବନେଶ୍ବରର ୟୁନିଟ–୩ IDCO ପ୍ରଦର୍ଶନୀ ପଡ଼ିଆ ଠାରେ ଆଜି ଠାରୁ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ ଆରମ୍ଭ ହୋଇଯାଇଛି। ଓଡ଼ିଶା ପୁଲିସ ପକ୍ଷରୁ ଆୟୋଜିତ ଏହି ୪ ଦିବସୀୟ ପ୍ରଦର୍ଶନୀ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଠାରେ ଭାରତର ନୂତନ ଅପରାଧିକ ଆଇନ ଓ ଆଧୁନିକ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଉଛି। March 07, 2026, 07:46 PM IST ଭୁବନେଶ୍ବରର ୟୁନିଟ–୩ IDCO ପ୍ରଦର୍ଶନୀ ପଡ଼ିଆ ଠାରେ ଆଜି ଠାରୁ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ ଆରମ୍ଭ ହୋଇଯାଇଛି। ଓଡ଼ିଶା ପୁଲିସ ପକ୍ଷରୁ ଆୟୋଜିତ ଏହି ୪ ଦିବସୀୟ ପ୍ରଦର୍ଶନୀ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଠାରେ ଭାରତର ନୂତନ ଅପରାଧିକ ଆଇନ ଓ ଆଧୁନିକ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଉଛି। 07 Mar 2026 19:46 IST Mahendra Sahu Follow Us Bhubaneswar Odisha News