Gallery ରାଜ୍ୟ କେନାଲରୁ ୧୫ ଫୁଟର ଅଜଗର ଉଦ୍ଧାର Advertisment ନାଲରୁ ଉଦ୍ଧାର ହେଲା ୧୫ ଫୁଟ ଲମ୍ବର ଅଜଗର। ବାଲେଶ୍ବର ଜିଲ୍ଲା ନୀଳଗିରି ରେଞ୍ଜ ଅଧୀନ କାଦୁଆଣୀ ଗ୍ରାମ ନିକଟରେ ଥିବା ଏକ କେନାଲରେ ୧୫ ଫୁଟ ଲମ୍ବର ଏକ ଅଜଗରକୁ କିଛି ସ୍ଥାନୀୟ ଲୋକ ଦେଖିଥିଲେ। ପରେ ସେମାନେ ବନବିଭାଗକୁ ଅବଗତ କରିଥିଲେ।ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି। ସାପକୁ ଦେଖିବାକୁ କିଛି ସମୟ ପାଇଁ ଲୋକଙ୍କ ଭିଡ ଜମିଥିଲା। August 22, 2025, 04:47 PM IST ନାଲରୁ ଉଦ୍ଧାର ହେଲା ୧୫ ଫୁଟ ଲମ୍ବର ଅଜଗର। ବାଲେଶ୍ବର ଜିଲ୍ଲା ନୀଳଗିରି ରେଞ୍ଜ ଅଧୀନ କାଦୁଆଣୀ ଗ୍ରାମ ନିକଟରେ ଥିବା ଏକ କେନାଲରେ ୧୫ ଫୁଟ ଲମ୍ବର ଏକ ଅଜଗରକୁ କିଛି ସ୍ଥାନୀୟ ଲୋକ ଦେଖିଥିଲେ। ପରେ ସେମାନେ ବନବିଭାଗକୁ ଅବଗତ କରିଥିଲେ।ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି। ସାପକୁ ଦେଖିବାକୁ କିଛି ସମୟ ପାଇଁ ଲୋକଙ୍କ ଭିଡ ଜମିଥିଲା। 22 Aug 2025 16:47 IST Mahendra Sahu Follow Us Baleswar