Gallery Draupadi Murmu: 'ଅବକାଶ ଗୃହ' ଉଦ୍ଘାଟିତ Advertisment ମୟୂରଭଞ୍ଜର ରାଇରଙ୍ଗପୁରଠାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂତନ 'ଅବକାଶ ଗୃହ'ର ଶୁଭ ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ଏହି ଅବକାଶ ଗୃହ ଆଗାମୀ ଦିନରେ ଅଞ୍ଚଳର ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ। February 04, 2026, 04:49 PM IST ମୟୂରଭଞ୍ଜର ରାଇରଙ୍ଗପୁରଠାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂତନ 'ଅବକାଶ ଗୃହ'ର ଶୁଭ ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ଏହି ଅବକାଶ ଗୃହ ଆଗାମୀ ଦିନରେ ଅଞ୍ଚଳର ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବ। 04 Feb 2026 16:49 IST Mahendra Sahu Follow Us CM Mohan Charan Majhi Governor Of Odisha Draupadi Murmu Odisha News