Gallery Narendra Modi: ମାଲେସିଆରେ ପ୍ରଧାନମନ୍ତ୍ରୀ ମୋଦୀ Advertisment ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଠାରୁ ୨ଦିନିଆ ମାଲେସିଆ ଗସ୍ତରେ ଅଛନ୍ତି। ସେ ଆଜି ଗସ୍ତର ଅନ୍ତିମ ଦିନରେ ସେଠାରେ ବିଭିନ୍ନ କମ୍ପାନିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ)ମାନଙ୍କୁ ଭେଟି ବ୍ୟବସାୟ ଏବଂ ପୁଂଜି ନିବେଶ ସଂପର୍କରେ ଆଲୋଚନା କରିଛନ୍ତି। February 08, 2026, 04:45 PM IST ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଠାରୁ ୨ଦିନିଆ ମାଲେସିଆ ଗସ୍ତରେ ଅଛନ୍ତି। ସେ ଆଜି ଗସ୍ତର ଅନ୍ତିମ ଦିନରେ ସେଠାରେ ବିଭିନ୍ନ କମ୍ପାନିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ)ମାନଙ୍କୁ ଭେଟି ବ୍ୟବସାୟ ଏବଂ ପୁଂଜି ନିବେଶ ସଂପର୍କରେ ଆଲୋଚନା କରିଛନ୍ତି। 08 Feb 2026 16:45 IST Mahendra Sahu Follow Us Narendra Modi India News