Assembly: ବିଜେଡି ବିଧାୟକଙ୍କ ହୋହାଲ୍ଲା

Advertisment

ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନ ଜାରି ରହିଛି। ଆଜି ତୃତୀୟ ଦିନରେ ଗୃହରେ ଏକାଧିକ ଥର ହୋହାଲ୍ଲା ଦେଖିବାକୁ ମିଳିଛି। ସରକାରଙ୍କୁ ଟାର୍ଗେଟ କରି ବିରୋଧୀମାନେ ହଙ୍ଗାମା କରିଛନ୍ତି। ବିଜେଡି ବିଧାୟକମାନେ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଛନ୍ତି।

WhatsApp Image 2026-02-19 at 18.14.58
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe