ଲର୍ଡରେ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ ପୂର୍ବରୁ ଘଣ୍ଟି ବଜାଇଲେ ସଚିନ ତେନ୍ଦୁଲକର

GvfSP4-XQAAQfnY

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ମକ୍କା ଲର୍ଡସଠାରେ ଦୁଇଟି ସମ୍ମାନ ମିଳିଛି । ପ୍ରମତଃ ସେ ସେଠାରେ ଥିବା ଐତିହାସିକ ଘଣ୍ଟି ବଜାଇ ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚର ଶୁଭାରମ୍ଭ କରିଥିଲେ । ଏହା ପୂର୍ବରୁ ସେ ଲର୍ଡସ ମ୍ୟୁଜିୟମଠାରେ ତାଙ୍କର ଏକ ଫଟୋଚିତ୍ରକୁ ଉଦଘାଟନ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe