୨୫ ଗ୍ରାମର କ୍ରୀଡ଼ାକ୍ଲବ ଓ ସ୍କୁଲକୁ କିଟ୍ ବଣ୍ଟନ

Advertisment
sports

sports

ବେଦାନ୍ତ ଆଲୁମିନିୟମ୍, ଓଡ଼ିଶାର ଜାମଖାନି, ଘୋଘରପାଲି ଏବଂ କୁରାଲୋଇ ଅଞ୍ଚଳର ୧୦୦୦ ରୁ ଅଧିକ ଯୁବକଙ୍କୁ କ୍ରୀଡା ଉପକରଣ(କିଟ୍) ବଣ୍ଟନ କରିଛି । ଏହି ପଦକ୍ଷେପର ଉଦ୍ଦେଶ୍ୟ ସ୍ଥାନୀୟ ସମୁଦାୟମାନଙ୍କ ମଧ୍ୟରେ କ୍ରୀଡା କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ସହ କ୍ରୀଡା ସଂସ୍କୃତିକୁ ପ୍ରେତ୍ସାହିତ କରିବା  । କାର୍ଯ୍ୟକ୍ରମର ଅଂଶ ଭାବରେ, ୨୫ ଟି ଗ୍ରାମର କ୍ରୀଡା କ୍ଲବ୍ ଏବଂ ସ୍କୁଲଗୁଡ଼ିକୁ ଫୁଟବଲ୍, କ୍ରିକେଟ୍, ଭଲିବଲ୍, ବ୍ୟାଡମିଣ୍ଟନ୍, କ୍ୟାରମ୍ ଏବଂ ଯୋଗ ମ୍ୟାଟ୍ ପାଇଁ କ୍ରୀଡା କିଟ୍ ପ୍ରଦାନ କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe