Advertisment

Gallery

ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସହ ସେଲ୍‌ଫି ନେଉଛନ୍ତି କଲେଜ ଛାତ୍ରଛାତ୍ରୀ। (ଫଟୋ: ବିଭୂତି)।

ଫଳ ଟ୍ରଲି ଉପରେ ପ୍ରହାର। (ଫଟୋ: ବିଭୂତି, ଭୁବନେଶ୍ୱର)

ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍ ବାହୁଦା ନଦୀ କୂଳରେ ୮ଫୁଟ୍ ଲମ୍ବା ଅଜଗର ଉଦ୍ଧାର

ଉତ୍କଳ ବିଶ୍ୱବିଦ୍ୟାଳୟ ଏଗ୍ରିଏମ୍‌ବିଏ ବିଭାଗର ଆଲୁମିନି

ବାଲେଶ୍ୱର: ଦାମୀ ଖେଳନା ଠୁଁ ବି ଅଧିକ ମୂଲ୍ୟବାନ ମୋ ବାଲିଘର ଖେଳ।

ସଡ଼କ ସୁରକ୍ଷା ଜୀବନ ରକ୍ଷା। ସଡ଼କ ସୁରକ୍ଷା ସପ୍ତାହ ଚାଲିଥିବା ବେଳେ କେବଳ ନାରାରେ ସୀମିତ ଏହି ଉକ୍ତି। କୋରାପୁଟ ଜିଲ୍ଲା ଜୟପୁର ଦେଇ ଯାଇଥିବା 26 ନମ୍ବର ଜାତୀୟ ରାଜପଥର ଦୃଶ୍ୟ। ଫୋଟୋ ରୁନା, ଜୟପୁର

ଚାଲ ଯିବା ଆମେ ଗୁଡ଼ି ଉଡ଼େଇ...। (ଫଟୋ: ମନୋଜ ବିଶ୍ୱାଳ, ବାଲେଶ୍ୱର)

ଶୀତ କାକରରେ ବାନ୍ଧିଛି ଘର, କେବେ ମିଳିବ ମୋତେ ଆହାର...। (ଫଟୋ: ତରୁଣ, ଜୟପୁର)

ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଚାରିପାର୍ଶ୍ୱରେ ବସିଛନ୍ତି ଲୋକେ। (ଫଟୋ: ବିଭୂତି, ଭୁବନେଶ୍ୱର)

ବାଲେଶ୍ୱର ମେଡିକାଲରେ ବିଭିନ୍ନ ସମସ୍ୟା ନେଇ ଧାରଣା ବସିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

ବାଲେଶ୍ୱର ମେଡିକାଲରେ ବିଭିନ୍ନ ସମସ୍ୟା ନେଇ ଧାରଣା ବସିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

Advertisment
ସବସ୍କ୍ରାଇବ କରନ୍ତୁ