Advertisment

Gallery

ଚନ୍ଦନ ଯାତ୍ରା ଅବସରରେ ରାଧାକୃଷ୍ଣଙ୍କ ପାଇଁ ସୁସଜ୍ଜିତ ବିମାନ। (ଫଟୋ: ମନୋଜ, ବାଲେଶ୍ୱର)

ବାଲେଶ୍ୱର: ଧରିତ୍ରୀକୁ ବର୍ଷାରେ ଭିଜାଇବା ପରେ ଆକାଶର ମନୋରମ ଦୃଶ୍ୟ। (ଫଟୋ: ମନୋଜ ବିଶ୍ୱାଳ)

ବାତ୍ୟା ‘ଫନି’ ପରେ ହସୁଛି ସୂର୍ଯ୍ୟମୁଖୀ। (ଫଟୋ: ମନୋଜ ବିଶ୍ୱାଳ, ବାଲେଶ୍ୱର)

‘ଫନି’ ଦ୍ବାରା ବିଧ୍ବସ୍ତ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ମିର୍ଜାପୁର ଗ୍ରାମ ବୁଲି ଦେଖୁଛନ୍ତି କେନ୍ଦ୍ରୀୟ ଟିମ୍

ବାତ୍ୟା ‘ଫନି’ର ୧୨ ଦିନ ପରେ ଶ୍ରୀମନ୍ଦିରକୁ ହେଲା ବିଦ୍ୟୁତ୍‌ ସଂଯୋଗ

ବାତ୍ୟା ପରେ ଶ୍ରୀକ୍ଷେତ୍ର : ପୁରୀ ବତୀଘରଠାରୁ ଶ୍ରୀମନ୍ଦିରର ଦୃଶ୍ୟ

ପ୍ରଚଣ୍ଡ ରୌଦ୍ରତାପକୁ ଖାତିର ନ କରି ଆଗେଇ ଯାଉଛନ୍ତି ଏମାନେ... (ଫଟୋ: ରାକେଶ, ଅନୁଗୁଳ)

ଅକ୍ଷୟ ତୃତୀୟାରେ ଅଖିମୁଖୀ ଅନୁକୂଳ କରୁଛନ୍ତି ଚାଷୀ । (ଫଟୋ: ମନୋଜ ବିଶ୍ୱାଳ, ବାଲେଶ୍ୱର)

ରିଲିଫ ବଣ୍ଟନ ପାଇଁ ନୌବାହିନୀ ଯବାନଙ୍କ ପ୍ରସ୍ତୁତି

ବାତ୍ୟା ‘ଫନୀ’ରେ ଶ୍ରୀହୀନ ପୁରୀ ମାଳତୀପାଟପୁର ବସ୍‌ଷ୍ଟାଣ୍ଡ

ଜୟପୁରରେ ଗ୍ରୀଷ୍ମ ଋତୁରେ କୁହୁଡ଼ି। (ଫଟୋ: ଶ୍ରୀକାନ୍ତ)

ଜୟପୁରରେ ଗ୍ରୀଷ୍ମ ଋତୁରେ କୁହୁଡ଼ି। (ଫଟୋ: ଶ୍ରୀକାନ୍ତ)

Advertisment
ସବସ୍କ୍ରାଇବ କରନ୍ତୁ