Advertisment

Gallery

ଓଡ଼ିଶା ହକି ବିଶ୍ବକପ୍‌ର ୪ ସେମ‌ିଫାଇନାଲିଷ୍ଟଙ୍କୁ କଳିଙ୍ଗ ଷ୍ଟାଡିୟମ୍‌ରେ ବାଲୁକା କଳାରେ ଶଭେଚ୍ଛା ଜଣାଉଛନ୍ତି ବିଶ୍ବବିଖ୍ୟାତ ଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକା‌ଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ।

ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏକ ହରାଇଜନ୍ ସିରିଜ୍ ସନ୍ଧ୍ୟାରେ ଓଡ଼ିଶୀ, ଛଉ ସହ ମୁକ୍ତ ଗତି ଆଧାରିତ ସର୍ଜନଶୀଳ ନୃତ୍ୟରେ ନୃତ୍ୟାଭିନୟ ‘ବାହନ’

ସମ୍ଭାବ୍ୟ ଲଘୁଚାପ ବର୍ଷା ଭୟରେ ଚାଷୀମାନେ ତରବରିଆ ଭାବେ ଧାନ କାଟି ଖଳାଗଦାକୁ ବୋହିବାରେ ଲାଗିଛନ୍ତି।

ବ୍ରହ୍ମଗିରି :  ଅଲିଭ୍‌ ରିଡ୍‌ଲେ କଇଁଚ୍ଛଙ୍କ ପାଇଁ ବିପଦ ସାଜିଛି ନିଷିଦ୍ଧାଞ୍ଚଳରେ ଅବାଧ ଟ୍ରଲର ଚଳାଚଳ

ବାଲେଶ୍ୱର ଆଇଟିଆଇ ପଡ଼ିଆରେ କଳାକାରଙ୍କ ନୃତ୍ୟ। (ଫଟୋ: ମନୋଜ)

ଭୁବନେଶ୍ୱର: ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ପ୍ରସ୍ତୁତି ଦେଉଛନ୍ତି ବଲିଉଡ଼ ଗାୟିକା ଶ୍ରେୟା ଘୋଷାଲ। (ଫଟୋ: ବିଭୂତି)

ବଲିଉଡ଼ ଗାୟିକା ଶ୍ରେୟା ଘୋଷାଲଙ୍କ ଡଟ୍‌ ଫେଷ୍ଟ କାର୍ଯ୍ୟକ୍ରମରେ ଦର୍ଶକଙ୍କ ଭିଡ଼।

ବାଲେଶ୍ୱର ଆଇଟିଆଇ ପଡ଼ିଆରେ ‘ଯୁବ ପ୍ରତିଭା’ କାର୍ଯ୍ୟକ୍ରମ। (ଫଟୋ: ମନୋଜ)

ଇଟିକିଲି ମିଟିକିଲି ପକ୍ଷରୁ ହକିକୁ ନେଇ ଚିତ୍ର ପ୍ରଦର୍ଶନୀ

କ୍ୟାମେରାର ଲେନ୍‌ସ୍‌ରେ ଉତ୍ତୋଳନ ମଙ୍ଗଳାଯୋଡ଼ିର  ଫଟୋକୁ ନେଇ ଫଟୋ ପ୍ରଦର୍ଶନୀ ‘ଦି ମ୍ୟାଜିକ୍‌ ଅଫ୍ ମଙ୍ଗଳାଯୋଡ଼ି’

କ୍ୟାମେରାର ଲେନ୍‌ସ୍‌ରେ ଉତ୍ତୋଳନ ମଙ୍ଗଳାଯୋଡ଼ିର ଫଟୋକୁ ନେଇ ଫଟୋ ପ୍ରଦର୍ଶନୀ ‘ଦି ମ୍ୟାଜିକ୍‌ ଅଫ୍ ମଙ୍ଗଳାଯୋଡ଼ି’

Advertisment
ସବସ୍କ୍ରାଇବ କରନ୍ତୁ