Advertisment

Gallery

ବିଶ୍ୱ ହୃଦୟ ଦିବସରେ ‘ସମ୍ବାଦ’ ଓ ‘କନକ’ ନ୍ୟୁଜ ପକ୍ଷରୁ ଅନୁଷ୍ଠିତ ୱାକାଥନ୍‌

ବ୍ରହ୍ମବିଭ୍ରାଟ ରିପୋର୍ଟକୁ ସାର୍ବଜନିନ କରିବା, ଧାଡ଼ି ଦର୍ଶନ ବନ୍ଦ କରିବା ଆଦି ଦାବିରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି।

ସହିଦ ଭଗତ ସିଂଙ୍କ ୧୧୧ତମ ଜୟନ୍ତୀ ଅବସରରେ ପାତଞ୍ଜଳି ଯୁବ ଭାରତ ପକ୍ଷରୁ ଯୁବ ଜାଗରଣ ଯାତ୍ରା

ମହିଳାମାନଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ବିଜେପି ଲିଙ୍ଗରାଜ ଯୁବମୋର୍ଚ୍ଚା ପକ୍ଷରୁ ପଳାସପଲ୍ଲୀ ଛକଠାରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ କୁଶପୁତ୍ତଳିକା ଦାହ

ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ

କଳିଙ୍ଗ ଷ୍ଟାଡିୟମ ନିକଟରେ ବସ୍ତି ଉଚ୍ଛେଦ ବେଳେ ପିଲାମାନେ ରାସ୍ତାରେ ବସି ଖାଦ୍ୟ ଖାଉଛନ୍ତି।

କୋଣାର୍କ : ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ବାଲୁକା କଳାରେ ପର୍ଯ୍ୟଟନ ବାର୍ତା

କୋଣାର୍କ ସୂର୍ଯ୍ୟ ମନ୍ଦିର ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟରଙ୍କ ବିରୁଦ୍ଧରେ ପୂଣ୍ୟ ଉତ୍କଳ ସଂଗଠନ ପକ୍ଷରୁ ବିକ୍ଷୋଭ

‘ସମ୍ବାଦ’ର ସାରେଗାମାପା ପ୍ରତିଯୋଗିତା। (ଫଟୋ: ମନୋଜ, ବାଲେଶ୍ୱର)

ଭଦ୍ରକରେ ନୂତନ ରେଳ ଷ୍ଟେସନ ଭବନ ଉଦ୍‌ଘାଟିତ।

ଭଦ୍ରକରେ ନୂତନ ରେଳ ଷ୍ଟେସନ ଭବନ ଉଦ୍‌ଘାଟିତ।

Advertisment
ସବସ୍କ୍ରାଇବ କରନ୍ତୁ