Advertisment

Gallery

ଜୟପୁର: ଆଡ଼ପ ମଣ୍ଡପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାମନ ଏବଂ ଶ୍ରୀବଳଭଦ୍ରଙ୍କ ପର୍ଶୁରାମ ଅବତାର।

ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ନୃସିଂହ ଅବତାର। (ଫଟୋ: ସୁରେଶ ନାଇଡୁ, ଜୟପୁର)

ଗତ ତିନିବର୍ଷରେ ସମ୍ବାଦ ସାହିତ୍ୟଘର ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ରୋପିତ ପ୍ରାୟ ଅଢେଇ ଲକ୍ଷ ଚାରା ସମ୍ପର୍କିତ ସୂଚନାଧର୍ମୀ ପୁସ୍ତକକୁ ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ ଓ ଏଚ୍ଆର୍ ମହାପ୍ରବନ୍ଧକ ବୈଜୟନ୍ତୀ କରଙ୍କ ଉପସ୍ଥିତିରେ ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ପ୍ରଦାନ କରୁଛନ୍ତି।

ଜୟପୁର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବରାହ ଅବତାର।

ପୁରୀ: ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ

୮ କୋଟି ଟଙ୍କା ଡକାୟତି ଘଟଣା: ‘ଡାକୁ ହସୀନା’ଙ୍କୁ ଧରାପକାଇ ଦେଲା ୧୦ ଟଙ୍କିଆ ‘ଡ୍ରିଙ୍କ୍‌’

ଅସୁସ୍ଥ ହାତୀକୁ କପିଳାଶ ରେସକ୍ୟୁ ସେଣ୍ଟର ପହଞ୍ଚାଇବା ପାଇଁ ଉଦ୍ୟମ।

ସମ୍ବଲପୁର ଜିଲ୍ଲା ମାନଶ୍ବେର ବ୍ଲକ୍ ସାହାସପୁରଠାରେ ଝିଅଙ୍କ ରଜ ଦୋଳି ଖେଳ।

ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରଥମ ଅଧିବେଶନ ଆରମ୍ଭ

କାଳବୈଶାଖୀ ଝଡ଼ରେ ଢଳିପଡ଼ିଲା ହାଇଭୋଲ୍‌ଟେଜ୍‌ ଟାୱାର। (ଫଟୋ: ବିକାଶ, ତାଳଚେର)

କାଳବୈଶାଖୀ ଝଡ଼ରେ ଢଳିପଡ଼ିଲା ହାଇଭୋଲ୍‌ଟେଜ୍‌ ଟାୱାର। (ଫଟୋ: ବିକାଶ, ତାଳଚେର)

Advertisment
ସବସ୍କ୍ରାଇବ କରନ୍ତୁ