Advertisment

Gallery

ଜୟପୁର ସଂସ୍କରଣ ମାଟ୍ରିକ ଚମ୍ପିୟାନ କାର୍ଯ୍ୟକ୍ରମ

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ପୂର୍ବରୁ ବଂ ବରାଡ଼ ବାଲୁଂକେଶ୍ବର ବାବା ଏବଂ ମାତା ପାର୍ବତୀଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣରେ ବାହାରିଛନ୍ତି ଭଗବାନ ନୃସିଂହ।

କାଚ ଭାଙ୍ଗିବାରୁ ଯାଜପୁର ବୈତରଣୀ ରୋଡ୍‌ ନିକଟରେ ଅଟକିଲା ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌।

ରବୀନ୍ଦ୍ର ମଣ୍ଡପରେ ନିଆରା ଦୃଶ୍ୟ: ପ୍ରଣବ କିଶୋର ପଟ୍ଟନାୟକ ଓ ଶ୍ୟାମାମଣି ‌ଦେବୀ (ଫଟୋ: ପ୍ରଭାତ)

ସମ୍ବଲପୁର ନାରୀବନ୍ଦୀ ନିକେତନରେ ସାବିତ୍ରୀ ବ୍ରତ।

ସାବିତ୍ରୀ ବ୍ରତ ପାଳନ ପାଇଁ ଭୁବନେଶ୍ୱରସ୍ଥିତ ଏକ ମନ୍ଦିରରେ ଧାଡ଼ିରେ ଅଛନ୍ତି ମହିଳା

ଗ୍ରୀଷ୍ମ ଆକାଶରେ କଳାହାଣ୍ଡିଆ ମେଘ। (ଫଟୋ: ଆଲୋକ, ଭୁବନେଶ୍ବର)

ପୁରୀ: ବେଳାଭୂମିରେ ଶିଳ୍ପୀ ସୌମ୍ୟରଂଜନ ଜେନାଙ୍କ ଭଗବାନ ଶିବଙ୍କ ଉପରେ ବାଲୁକା ଚିତ୍ରକଳା

ଝାରସୁଗୁଡ଼ା: ବୁଥ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଓ ଏସପି ସ୍ମିତ ପରମାର

ଭୁବନେଶ୍ବର: ଜୀବନବ୍ୟାପୀ ସାରସ୍ବତ ସାଧନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କାଳୀଚରଣ ଦାସଙ୍କୁ  ସମ୍ବର୍ଦ୍ଧିତ କରାଯାଇଛି।

ସବସ୍କ୍ରାଇବ କରନ୍ତୁ