Advertisment

Gallery

ଟୋକିଓ ପାରାଲିମ୍ପିକ୍ସରେ ଓଡ଼ିଶାର ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିବା ପରେ ଭୁବନେଶ୍ୱରରେ ପ୍ରଶଂସକଙ୍କ ଉତ୍ସାହ। (ଫଟୋ: ବିଭୂତି)

କାମରେ ଆସୁନି ଷ୍ଟ୍ରିଟ୍‌ ଲାଇଟ: ଟ୍ରାଫିକ ସିଗନାଲ ଉପରେ ମାଡ଼ିଗଲା ଲତା । (ଫଟୋ: ସୁଜିତ, ନାଲକୋ ନଗର, ଅନୁଗୁଳ)

ଧଉଳି ପୁରୁଣା ଜାତୀୟ ରାଜପଥରେ ଉପୁଡ଼ିଲା ବରଗଛ।

ସମଲେଇ ଯୋଜନା ପାଇଁ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ, ବାଲିବନ୍ଧା ନିକଟରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ବାଲେଶ୍ବର: କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ନନ୍ଦୋତ୍ସବ

କଟକ: କଟକ ମହାନଗର ନିଗମ ପକ୍ଷରୁ ସାଆନ୍ତସାହିରେ ଚନ୍ଦନ ପୋଖରୀର ଉଦଘାଟନ

ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା ବିଭାଗ କାର୍ଯ୍ୟାଳୟ ସାମ୍ନାରେ ପାରା ଆଥଲେଟ୍‌ଙ୍କ ଧାରଣା

୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକରେ ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌।

ଢେଙ୍କାନାଳ ଜିଲା ପରଜଙ୍ଗ ଅଂଚଳରେ ଆଜି ସୂର୍ଯ୍ୟାସ୍ତ ସମୟର ଦୃଶ୍ୟ। (ଫଟୋ: ରାକେଶ ଦେହୁରୀ)

କୋରାପୁଟ: ଲୋକାର୍ପଣ ଅପେକ୍ଷାରେ ଜିଲ୍ଲା ଦୌରାଜଜ୍‌ କୋର୍ଟ। (ଫଟୋ: ସୁରେଶ ନାଇଡୁ, ଜୟପୁର)

କୋରାପୁଟ: ଲୋକାର୍ପଣ ଅପେକ୍ଷାରେ ଜିଲ୍ଲା ଦୌରାଜଜ୍‌ କୋର୍ଟ। (ଫଟୋ: ସୁରେଶ ନାଇଡୁ, ଜୟପୁର)

Advertisment
ସବସ୍କ୍ରାଇବ କରନ୍ତୁ