Advertisment

Gallery

ଜୟପୁରରେ ଚକାଜାମ୍ କରିଛନ୍ତି ଚାଷୀ

ଜୟପୁରରେ ଚକାଜାମ୍ କରିଛନ୍ତି ଚାଷୀ

ଭୁବନେଶ୍ବର: ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ‘ଆକ୍ରୋଶ ସମାବେଶ’ରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ପଦାଧିକାରୀ

ବାଲେଶ୍ୱର: ଅନୁସୂଚିତ ଓ ଗରିବ  ଚାଷୀମାନଙ୍କର ସବସିଡି  ଟଙ୍କା  ହଡ଼ପ କରିଥିବା ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ବିରୋଧରେ  ଭିଜିଲାନ୍ସ ତଦନ୍ତ ସହ ତାଙ୍କୁ ଗିରଫ କରିବା ଦାବିରେ ଭିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ବିଜେପି ପକ୍ଷରୁ ଗଣଧାରଣା

ପୁରୀ: ମହାପ୍ରଭୁଙ୍କୁ ସମର୍ପିତ ହେଲା 'ଆମ ପାଞ୍ଜି'।

ବାଲେଶ୍ୱର: ଭୁଜାଖିଆ ପୀରଙ୍କ ବାର୍ଷିକ ଉତ୍ସବ

ବାଲେଶ୍ୱର: ଭୁଜାଖିଆ ପୀରଙ୍କ ବାର୍ଷିକ ଉତ୍ସବ

ଭୁବନେଶ୍ୱର ଏମ୍ସର ବିଭିନ୍ନ ସମସ୍ୟା ଏବଂ ବାଲେଶ୍ୱର ଏମ୍ସ ସାଟେଲାଇଟ ସେଣ୍ଟର ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ।

ଶ୍ରୀମନ୍ଦିରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: ରାଷ୍ଟ୍ରପତିଙ୍କ ସହ ଅଛନ୍ତି ପତ୍ନୀ ସବିତା କୋବିନ୍ଦ, ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପରିତ୍ୟକ୍ତ ଶୁଖିଲା ପୋଖରୀରୁ ଉଦ୍ଧାର କଇଁଛ ଅନ୍ୟ ଏକ ଜଳାଶୟରେ ଛାଡ଼ିବା ବେଳର ଦୃଶ୍ୟ।

ରାଉରକେଲାରେ ଆଇଜିଏଚ୍‌ର ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦଘାଟନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ବଡ଼ବିଲ ସାହିତ୍ୟ ଘର ପକ୍ଷରୁ ପ୍ରତିଷ୍ଠିତ ଆଦିକବି ଶାରଳା ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।

ସବସ୍କ୍ରାଇବ କରନ୍ତୁ