ମହାଭାରତ ଚରିତ୍ରର ନାମ ଥିବା ୪୦ ଲକ୍ଷରୁ ଊର୍ଦ୍ଧ୍ବ ଭୋଟର

Advertisment
ନିର୍ବାଚନ, ରାଜନୀତି ଓ ରାଜନୀତି ବିଜ୍ଞାନ

India Today

ନୂଆଦିଲ୍ଲୀ: ନିର୍ବାଚନ କମିସନଙ୍କ ତଥ୍ୟ ଅନୁସାରେ ଏଥର ମତଦାତା ସୂଚୀରେ ୬.୪୪ ଲକ୍ଷ କୃଷ୍ଣ, ୩୦ ଲକ୍ଷ ଗୀତା, ୨୬ ଲକ୍ଷ୍ୟ ସଞ୍ଜୟ, ୯ ଲକ୍ଷ ଅର୍ଜୁନ, ୨ ଲକ୍ଷ ଭୀମ, ୯୫ ହଜାର ଦ୍ରୌପଦୀ, ୯୧ ହଜାର ଶାନ୍ତ୍ବନୁ, ୬୨ ହଜାର ଦୂର୍ଯୋଧନ, ୨୩ ହଜାର ଭୀଷ୍ମ, ୧୬ ହଜାର ଯୁଧିଷ୍ଟିର, ୧୦ ଗାନ୍ଧାରୀ, ୧୪୦୦ ଦ୍ରୋଣାଚାର୍ଯ୍ୟ, ୩୨୬ ଶକୁନୀ ଓ ୭୫ ଧ୍ରୁଷ୍ଟରାଷ୍ଟ୍ର ନାମଧାରୀ ରହିଛନ୍ତି। ଏତତବ୍ୟତୀତ ମତଦାତା ସୂଚୀରେ ଶ୍ରୀଖଣ୍ଡୀ, ପୁନତା, ଦୁଷାସନ, ଘଟୋତ୍କଚ, ବିଚିତ୍ର ବିର୍ଯ୍ୟ, ପାଣ୍ଡୁ, ଜୟଦ୍ରଥ, ଅଶ୍ବଥମା, କର୍ଣ୍ଣ ମଧ୍ୟ ବହୁ ସଂଖ୍ୟାରେ ରହିଛନ୍ତି। ବେଦବ୍ୟାସଙ୍କ ସଂଖ୍ୟା ୧୬୮୫ ଥିବା ବେଳେ ଶ୍ରୀଖଣ୍ଡୀ ସଂଖ୍ୟା ୪୧ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe