ପ୍ରାର୍ଥିପତ୍ର ଦାଖଲ କ‌ଲେ ଅଖିଳେଶ

Advertisment
ପ୍ରାର୍ଥିପତ୍ର ଦାଖଲ କ‌ଲେ ଅଖିଳେଶ

oneindia.com

ଆଜମଗଡ଼ : ସପା (ସମାଜବାଦୀ ପାର୍ଟି) ସୁପ୍ରିମୋ ଅଖିଳେଶ ଯାଦବ ଆଜି ଆଜମଗଡ଼ ଲୋକସଭା ଆସନ ପାଇଁ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସପା ମୁଖ୍ୟଙ୍କ ସହ ଆଜି ପ୍ରାର୍ଥିପତ୍ର ଦାଖଲ ସମୟରେ ବିଏସ୍‌ପି ଜାତୀୟ ସାଧାରଣ ସଚିବ ସତୀଶ ଚନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ। ଆଜି ପ୍ରାର୍ଥିପତ୍ର ଦାଖଲ ପରେ ଅଖିଳେଶ ଦୃଢ଼ୋକ୍ତି ବାଢ଼ି କହିଛନ୍ତି ଯେ ଆଜମଗଡ଼ ହେଉଛି ସମାଜବାଦୀଙ୍କ କର୍ମଭୂମି। ଏଠାରେ ତାଙ୍କ ସରକାର ଦ୍ବାରା ଯେଉଁ ବିକାଶମୂଳକ କାର୍ଯ୍ୟ କରାଯାଇଥିଲା‌ ସେଥିଲାଗି ଏହି ଆସନରେ ତାଙ୍କର ହିଁ ବିଜୟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe